Odia Dictionary logo ☰
×

Vocabulary

ମଣିଷ ଜୀବନର ବିଭିନ୍ନ ଅବସ୍ଥା

STAGES OF human LIFE · ଷ୍ଟେଜେସ୍ ଅଫ୍ ହୁ୍ୟମାନ୍ ଲାଇଫ୍

← Blog

Odia words for stages of life and related conditions, with English meanings and a pronunciation guide.

ଓଡ଼ିଆ English ଉଚ୍ଚାରଣ
ଅନାଥorphanଅର୍ଫାନ୍
ଅନ୍ଧblindବ୍ଲାଇଣ୍ଡ୍
ଅବିବାହିତା ମହିଳାmaidenମେଡେନ୍
ଅବିବାହିତunmarriedଅନ୍-ମ୍ୟାରେଡ୍
ଉଗ୍ରଚଣ୍ଡୀtermagantଟର୍ମାଗାଣ୍ଟ
କଣାone-eyedୱାନ୍ ଆଇଡ୍
କାଲdeafଡେଫ୍
କିଶୋରadolescentଆଡଲିସେଣ୍ଟ୍
କିଶୋରୀmaidenମେଡେନ୍
କୁଜାhunch-backedହଞ୍ଚ-ବ୍ୟାକ୍ଡ୍
କନ୍ୟା (ବିବାହ ସମୟର)brideବ୍ରାଇଡ୍
କୁମାରbachelorବ୍ୟାଚେଲର୍
କୁମାରୀvirginଭାର୍ଜିନ୍
ଖନାstammererଷ୍ଟାମରର୍
ଗର୍ଭାବସ୍ଥାpregnancy, conceptionପ୍ରେଗ୍ନାନ୍ସି, କନ୍ସେପ୍ସନ୍
ଗେଡାshortସର୍ଟ
ଗୋଦରାelephantiasisଏଲିଫାଣ୍ଟାସିସ୍
ଗ୍ରହଣଖଣ୍ଡିଆhare-lippedହେୟାର-ଲିପ୍ଡ୍
ଗୁଙ୍ଗାdumbଡମ୍
ଚନ୍ଦାମୁଣ୍ଡିଆbald headedବାଲ୍ଡ ହେଡେଡ୍
ଛୋଟାlameଲେମ୍
ଜନ୍ମାନ୍ଧborn-blindବର୍ଣ୍ଣ-ବ୍ଲାଇଣ୍ଡ୍
ଟେରାsquint-eyedସ୍କୁଇଣ୍ଟ୍-ଆଇଡ୍
ଡେଙ୍ଗାtallଟଲ୍
ଅତି ଦରିଦ୍ରsqualorସ୍କ୍ୱାଲର୍
ନପୁଂସକeunuchୟୁନକ୍
ନାବାଳକunder-age, minorଅଣ୍ଡର-ଏଜ୍, ମାଇନର୍
ନାକଚେପ୍ଟାflat-nosedଫ୍ଲାଟ୍ ନୋଜ୍ଡ୍
ନାକକଟାnose cleftନୋଜ୍ କ୍ଲିପ୍ଟ୍
ନିଶାଗ୍ରସ୍ତsozzled, drunkସଜ୍ଲଡ୍, ଡ୍ରଙ୍କ୍
ପତଳାthinଥିନ୍
ପାଗଳmadମ୍ୟାଡ୍
ପାକୁଆtoothlessଟୁଥ୍ଲେସ୍
ପିଲାchildଚାଇଲ୍ଡ
ପୀଡିତsickସିକ୍
ପ୍ରୌଢ, ସାବାଳକadultଆଡଲ୍ଟ
ବରgroomଗ୍ରୁମ୍
ବାଳକାବସ୍ଥାboyhoodବୟହୁଡ୍
ବାଲ୍ୟାବସ୍ଥାchildhoodଚାଇଲ୍ଡହୁଡ୍
ବାମନdwarfଡ୍ୱାର୍ଫ
ବିଧବାwidowଉଇଡୋ
ବିବାହ ପୂର୍ବବର୍ତ୍ତୀ ସମୟantenuptialଆଣ୍ଟିନ୍ୟୁପିଟାଲ୍
ବିବାହିତmarriedମ୍ୟାରେଡ୍ / ମ୍ୟାରିଡ୍
ବିଶାଳ ଓ ସବଳburlyବର୍ଲି
ବୋକାfoolଫୁଲ୍
ବୃହତ୍କାୟgiantଜାଇଏଣ୍ଟ୍
ଭୃଣfoetusଫିଟସ୍
ମୃତଦାରwidowerଉଇଡୋଅର୍
ମୁକdumbଡମ୍
ଯୁବତୀgrown up girl, young womanଗ୍ରୋନ୍ ଅପ୍ ଗାର୍ଲ, ୟଙ୍ଗ୍ ଓମ୍ୟାନ୍
ଯୁବକyoung manୟଙ୍ଗ୍ମ୍ୟାନ୍
ମୋଟା ଓ ଗେଡା ଲୋକhumptyହମ୍ପ୍ଟି
ଯୌବନyouthୟୁଥ୍
ଶିଶୁinfantଇନ୍ଫାଣ୍ଟ
ସବଳstrongଷ୍ଟ୍ରଙ୍ଗ୍
ସାବାଳକadultଆଡଲ୍ଟ
ସୁସ୍ଥhealthyହେଲ୍ଦି
କ୍ଷୀଣleanଲୀନ୍