Odia Dictionary logo ☰
×

ପରିବାର ଓ ସଂପର୍କୀୟ

odia family meaning

FAMILY AND relations · ଫାମିଲି ଆଣ୍ଡ ରିଲେସନ୍ସ

← Blog

Odia words for family and relations, with English meanings and a pronunciation guide.

ଓଡ଼ିଆ English ଉଚ୍ଚାରଣ
ପରିବାରfamilyଫାମିଲି
ସଂପ୍ରଦାୟ/କୁଳclanକ୍ଲାନ୍
ଆମୀୟସ୍ଵଜନrelativesରିଲେଟିଭ୍ସ୍
କୁଳର ଲୋକclansmanକ୍ଲାନ୍ସମ୍ୟାନ୍
ଅଣ୍ଡିରା ପିଲାmale childମେଲ୍ ଚାଇଲ୍ଡ
ଅଣନାତିgreat grandsonଗ୍ରେଟ୍ ଗ୍ରାଣ୍ଡସନ୍
ଅଣନାତୁଣିgreat granddaughterଗ୍ରେଟ୍ ଗ୍ରାଣ୍ଡ ଡଟର୍
ଅନ୍ତେବାସୀboarderବୋର୍ଡର
ଅନାଥorphanଅର୍ଫାନ୍
ଅଜାgrandfatherଗ୍ରାଣ୍ଡ ଫାଦର୍
ଅତିଥିguestଗେଷ୍ଟ୍
ଆଈgrandmotherଗ୍ରାଣ୍ଡ ମଦର୍
ଆଈଶାଶୁgrandmother-in-lawଗ୍ରାଣ୍ଡ ମଦର୍-ଇନ୍-ଲ
ଉପପତିparamourପାରାମର୍
ଉପପତ୍ନୀconcubineକନ୍କୁବାଇନ୍
ଉତ୍ତରାଧିକାରୀheirହେୟାର୍
କକେଇ/ମଉସା/ମାମୁଁuncleଅଙ୍କଲ୍
କନ୍ୟାbrideବ୍ରାଇଡ୍
ଖୁଡିauntଆଣ୍ଟ୍
ଖୁଡୁତାଶଶୁରuncle-in-lawଅଙ୍କଲ୍-ଇନ୍-ଲ
ଘରଜ୍ବାଇଁdomesticated son-in-lawଡୋମେଷ୍ଟିକେଟେଡ୍ ସନ୍-ଇନ୍-ଲ
ଚାକରservantସର୍ଭ୍ୟାଣ୍ଟ୍
ଜ୍ବାଇଁson-in-lawସନ୍-ଇନ୍-ଲ
ଜାରଜ ସନ୍ତାନbastardବାଷ୍ଟାର୍ଡ
ଝିଅdaughterଡଟର୍
ଦଦେଇgreat-uncleଗ୍ରେଟ୍-ଅଙ୍କଲ୍
ଦେଠେଇgreat-motherଗ୍ରେଟ୍ ମଦର୍
ଦିଅରbrother-in-lawବ୍ରଦର-ଇନ୍-ଲ
ଦେଢସୁରbrother-in-lawବ୍ରଦର-ଇନ୍-ଲ
ଦମ୍ପତିcoupleକପଲ୍
ଦ୍ଵିପତ୍ନୀକ ପୁରୁଷbigamistବାଇଗାମିଷ୍ଟ
ଦ୍ଵିପତି ଥିବା ସ୍ତ୍ରୀbigamistବାଇଗାମିଷ୍ଟ
ଦେଢଶାଶୁsister-in-lawସିଷ୍ଟର-ଇନ୍-ଲ
ଧରମ ବାପାgodfatherଗଡ୍ ଫାଦର୍
ଧରମ ମା’godmotherଗଡ୍ ମଦର୍
ଧରମ ଭାଇgodbrotherଗଡ୍ ବ୍ରଦର୍
ଧରମ ଭଉଣୀgodsisterଗଡ୍ ସିଷ୍ଟର୍
ଧାଈmidwifeମିଡ୍ ୱାଇଫ୍
ଧାଈ ମା’wet nurseୱେଟ୍ ନର୍ସ
ନଣଦେଇbrother-in-lawବ୍ରଦର-ଇନ୍-ଲ
ନଣନ୍ଦsister-in-lawସିଷ୍ଟର୍-ଇନ୍-ଲ
ନବବିବାହିତ ପୁରୁଷbenedictବେନିଡିକ୍ଟ
ନାତିgrandsonଗ୍ରାଣ୍ଡ ସନ୍
ନାତୁଣୀgranddaughterଗ୍ରାଣ୍ଡ ଡଟର୍
ପାଳକ ପିତାfoster fatherଫଷ୍ଟର୍ ଫାଦର୍
ପାଳିକା ମାତାfoster motherଫଷ୍ଟର୍ ମଦର୍
ପାଳିତ ପୁଅfoster sonଫଷ୍ଟର୍ ସନ୍
ପୁଅsonସନ୍
ପୁତୁରାnephewନେଫ୍ୟୁ
ପଣ ଅଜାgreat grandfatherଗ୍ରେଟ୍ ଗ୍ରାଣ୍ଡଫାଦର୍
ପୋଷ୍ୟ ପୁତ୍ରadopted sonଆଡପ୍ଟେଡ୍ ସନ୍
ପିତାଙ୍କ ମୃତ୍ୟୁ ପରେ ଜାତ ସନ୍ତାନposthumous childପସ୍ତମସ୍ ଚାଇଲ୍ଡ
ପୂର୍ବପୁରୁଷancestor, forefatherଆନ୍ସେଷ୍ଟର୍, ଫୋର୍ଫାଦର୍
ପୁରୁଷmaleମେଲ୍
ପିଉସାuncleଅଙ୍କଲ୍
ପିଇସିauntଆଣ୍ଟ୍
ବାପା (ସମ୍ୱୋଧନ)papa, daddyପାପା, ଡାଡୀ
ବାପାfatherଫାଦର୍
ବଡ ମା’elder motherଏଲ୍ଡର୍ ମଦର୍
ବଡ ବାପାelder fatherଏଲ୍ଡର୍ ଫାଦର୍
ବଡ ଭାଇelder brotherଏଲ୍ଡର୍ ବ୍ରଦର୍
ବଡ ଯାଆelder sister-in-lawଏଲ୍ଡର୍ ସିଷ୍ଟର୍-ଇନ୍-ଲ
ବୋହୂdaughter-in-lawଡଟର-ଇନ୍-ଲ
ବିମାତା ପୁତ୍ର ଭାଇstep brotherଷ୍ଟେପ୍ ବ୍ରଦର୍
ବିମାତା ଝିଅ ଭଉଣୀstep sisterଷ୍ଟେପ୍ ସିଷ୍ଟର୍
ବିଧବାwidowଉଇଡୋ
ବାଳବିଧବାchild widowଚାଇଲ୍ଡ ଉଇଡୋ
ବିପତ୍ନୀକwidowerୱିଡୋୟର୍
ବନ୍ଧ୍ୟାbarrenବାରେନ୍
ବରbridegroomବ୍ରାଇଡ୍ଗ୍ରୁମ୍
ବଂଶାବଳୀgenealogyଜେନିଓଲଜି
ବଂଶ ପରମ୍ପରାfamily traditionଫାମିଲି ଟ୍ରାଡିସନ୍
ବିମାତାstep motherଷ୍ଟେପ୍ ମଦର୍
ଭାଇbrotherବ୍ରଦର୍
ଭଉଣୀsisterସିଷ୍ଟର୍
ଭାଉଜ/ଶାଳୀsister-in-lawସିଷ୍ଟର୍-ଇନ୍-ଲ
ଭାଣିଜୀ/ଝିଆରୀnieceନିସ୍
ଜ୍ଞାତିkinsmanକିନ୍ସମ୍ୟାନ୍
ଭଦ୍ରଲୋକgentlemanଜେଣ୍ଟିଲ୍ ମ୍ୟାନ୍
ଭଦ୍ରମହିଳାgentle ladyଜେଣ୍ଟିଲ୍ ଲେଡି
ମାତା (ସମ୍ୱୋଧନ)mama, mummy, maମାମା, ମମ୍ମୀ, ମା
ମାତାmotherମଦର୍
ମାମୁଁmaternal uncleମାଟର୍ନାଲ୍ ଅଙ୍କଲ୍
ମାଇଁauntଆଣ୍ଟ୍
ଯାଆଁଳା ଭାଇtwin brotherଟୁଇନ୍ ବ୍ରଦର୍
ରକ୍ତସମ୍ପର୍କୀୟ ବନ୍ଧୁsanguine relationସାଙ୍ଗୁଇନ୍ ରିଲେସନ୍
ଶଳା/ଭିଣୋଇ/ଶଢୁbrother-in-lawବ୍ରଦର୍-ଇନ୍-ଲ
ଶ୍ୱଶୁରfather-in-lawଫାଦର୍-ଇନ୍-ଲ
ଶାଶୁmother-in-lawମଦର୍-ଇନ୍-ଲ
ସେବାକାରିଣୀnurseନର୍ସ
ସନ୍ତାନchildଚାଇଲ୍ଡ
ସହୋଦର ଭାଇfull-blooded brotherଫୁଲ୍-ବ୍ଲଡେଡ୍-ବ୍ରଦର୍
ସାବତ ପୁଅstep sonଷ୍ଟେପ୍ ସନ୍
ସାବତ ମା’step motherଷ୍ଟେପ୍ ମଦର୍
ସାବତ ବାପାstep fatherଷ୍ଟେପ୍ ଫାଦର୍
ସାବତ ଝିଅstep daughterଷ୍ଟେପ୍ ଡଟର୍
ସାବତ ଭାଇstep brotherଷ୍ଟେପ୍ ବ୍ରଦର୍
ସାବତ ଭଉଣୀstep sisterଷ୍ଟେପ୍ ସିଷ୍ଟର୍
ସ୍ୱାମୀhusbandହଜ୍ବ୍ୟାଣ୍ଡ୍
ସ୍ତ୍ରୀ (ପତ୍ନୀ)wifeୱାଇଫ୍
ସପତ୍ନୀco-wifeକୋ-ୱାଇଫ୍
ସାଥୀcomradeକମ୍ରେଡ୍
ସହପାଠୀclass-mateକ୍ଲାସ୍-ମେଟ୍
ସହବାସୀroom-mateରୁମ୍-ମେଟ୍
ସମ୍ପର୍କୀୟ (ଭାଇ ବା ଭଉଣୀ)cousinକଜିନ୍